ଭଗ୍ନୀଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଗ୍ନିଜା—ସ୍ତ୍ରୀ)
  • (file)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ଭଗ୍ନୀ+ଜନ୍ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଭଣଜା — Sister's son.

(ଉ—ମାତୁଳଙ୍କ ବନିତାକୁ ଭଗ୍ନୀଜ ଅଛି ଦେବଦୁର୍ଲ୍ଲଭ. ରହସ୍ୟମଞ୍ଜରୀ)