ଭଗେଇବା
ଭଗେଇବା
ଉଚ୍ଚାରଣ
ସମ୍ପାଦନାଭଗା(ଗେ)ଇ ଦେବା, ଭାଗେଇବା, ଭାଗେଇ ଦେବାଅନ୍ୟରୂପ
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ହୁରୁଡ଼ାଇ ଦେବା —୧. To scare away.
- ୨. ତଡ଼ି ଦେବା — ୨. To drive away.
- ୩. ପଳାଇବାକୁ ବାଧ୍ୟ କରିବା —୩. To force a person to flee away.
- ୪. ଭଙ୍ଗାଇ ଦେବା; କୌଣସି ବ୍ୟକ୍ତିକୁ ଭୟ ଦେଖାଇ କୌଣସି ସ୍ଥାନରୁ ପଳାଇ ଯିବାକୁ ବାଧ୍ୟ କରିବା —୪. To cause a person to flee away from a place by scaring him or by threatening him.