ଭଗୁଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ଢ଼ୁଳ. ହିନ୍ଦୀ - ଭଗିଲି=ଛଳୀ; ଭଗଲ=ଛଳ) ସମ୍ପାଦନା

୧. ବେଲି; ଥଟ୍ଟା — ୧. Joke; jesting.
୨. ଛଳ; କପଟ —୨. Fraud.
୩. ବାହାନା —୩. Feigning; pretence.



ଭଗୁଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଛେପରା; ଛଇ; ବେଲି; ଥଟ୍ଟା —୧. Jest; joking.
୨. ପଳାୟନ —୨. Flight.