ଭଗିନୀ ପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଗ୍ନୀପତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ) ସମ୍ପାଦନା

ଆପଣାର ଭଗିନୀର ସ୍ୱାମୀ — One's sister's husband.

(ଏହାର ଅପଭ୍ରଂଶ —ଭିଣେଇ, ଭିଣୋଇ ଭେଣେଇ, ଭେଣେଇ)