ଭଗାରି ହସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରତିବେଶୀମାନଙ୍କ ଉପହାସ —Ridicule of one's neighbours and kinsmen.

ଦେଶଜ - ବିଶେଷଣ - ସମ୍ପାଦନା

ପ୍ରତିବେଶୀମାନରର ଉପହାସାସ୍ପଦ;ଲୋକ ହସା —Becoming the butt-end of ridicule to one's neighbours and kinsmen.

[ଉ—କଲାକର୍ମଫଳେ ହେଲୁଁ ଭଗାରିହସା—ଭିକାରୀ ଗୀତଲହରୀ]