ଭଗାରି ପଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ଭଗାରିପଣିଆ (ଆଁ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜ୍ଞାତିତ୍ୱ —୧. Kinship.
୨. ଶତ୍ରୁତା — ୨. Enmity.

[ଉ—ତନୁମେଳେ ବାଧା ଦେଇ ଆଚରିଲୁ ଭଗାରିପଣ ଆମ୍ଭର—ରାଧାନାଥ]