ଭଗାରିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭଗାରିପଣ —Rivalry; enmity.

[ଉ— ତୋହର ମୋହର ଭାଇ ଭଗାରିତା ଦୋଷ, ଆଜିଠାରୁ ଗଲାରେ ଅଧମ ପୁରୁଷ—କୃଷ୍ଣସିଂହ. ମହାଭାରତ. ବନ]