ଭଗବନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଭଗବତ୍) ସମ୍ପାଦନା

ପୂଜ୍ୟ —Adorable.

ବିଶେଷ୍ୟ - ସମ୍ପାଦନା

ଭଗବାନ୍; ଈଶ୍ୱର; ବିଷ୍ଣୁ —God; Bishnu.

(ଉ—ନିର୍ଗୁଣ ଆତ୍ମା ଗୁଣବନ୍ତ, ନମସ୍ତେ ପ୍ରଭୁ ଭଗବନ୍ତ ଭଗବତ. ୧ମ)