ଭଗନ୍ଦର
ଭଗନ୍ଦର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—[ଭଗ=ଗୁହ୍ୟଦ୍ୱାରକୁ)+ଦୃ ଧାତୁ (ବିଦୀର୍ଣ୍ଣ କରିବା+ ଅ]
ସମ୍ପାଦନାମଳଦ୍ୱାରରେ ବ୍ରଣ ବା କ୍ଷତ —Anal fistula; fistula in ano.
[ଦ୍ରଷ୍ଟବ୍ୟ —ଏହା ଗୁଦାବର୍ତ୍ତ ବା ଗୁହ୍ୟଦ୍ୱାରର ଦାଢ଼ରେ ଜନ୍ମେ ଏ ବ୍ରଣ ନ ଫୁଟିଯିବା ପର୍ଯ୍ୟନ୍ତ ଏହାକୁ ପୀଡ଼ିକା ବୋଲାଯାଏ ଓ ଫୁଟିଗଲେ ଭଗନ୍ଦର ବୋଲାଯାଏ ଏ ବ୍ରଣ ଫୁଟିଗଲେ ନାଲିଆ ଫେଣ ଓ ପୂଜ ବାହାରେ ଓ ଛୁଦ୍ର ଗଭୀର ହୋଇଗଲେ ମଳ ଓ ମୂତ୍ରମାର୍ଗ ସଙ୍ଗେ ମିଳିଯାଏ—ହିନ୍ଦୀ - ଶ.]