ଭଗଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ଭ=ନକ୍ଷତ୍ର+ଗଣ=ସମୂହ)—ମେଷାଦି ଦ୍ୱାଦଶ ରାଶିର ଚାରିଆଡ଼େ କୌଣସି ଗ୍ରହର ଥରେ ମାତ୍ର ଭ୍ରମଣ; ଖଗୋଳରେ କୈଣସି ଗ୍ରହର ଥରେ ଘୂରିବା — The revolution of a planet round the ୧୨ signs of the zodiac.
୨. (ଛନ୍ଦଃଶାସ୍ତ୍ର) ଆଦ୍ୟବର୍ଣ୍ଣ ଗୁରୁ ଓ ଅନ୍ତ୍ୟ ୨ ବର୍ଣ୍ଣ ଲଘୁଥିବା ଗଣ (ଯଥା—ପାଚନ, ଭୋଜନ) —୨. (prosody) A triplet whose first letter is long and subsequent ୨ letters are short.