ଭଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଭିକନ, ଭିକା, ଭିକି, ଭିକୁ, ଭିକେଇ, ଭିକାରିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭିକ୍ଷ) ସମ୍ପାଦନା

୧. ଭିକ୍ଷାଦ୍ରବ୍ୟ —୧. Alms .
୨. ଭିକ୍ଷାବୃତ୍ତି —୨. begging; beggary.

(ଉ—ବ୍ରାହ୍ମଣକୁ ସିନାଟି ଲେଖିଅଛି ଭିଖ କୃଷ୍ଣସିଂହ. ମହାଭାରତ ବନ)

୩. ଭିକାରି ନାମକ ବ୍ୟକ୍ତିର ଡାକ ନାମ — ୩. A name for calling Bhikāri.