ଭକ୍ ଭକ୍ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - ଯାଜପୁରକ୍ରିୟାପଦ - ସମ୍ପାଦନା

ଘୋଳାବିନ୍ଧା କରିବା — Aching of limbs due to exhaustion or overwork.

(ଯଥା—କଙ୍କାଳପିଠି ଭକ୍ ଭକ୍ ହୋଇଅଛି)