ଭକ୍ ଭକ୍
ଭକ୍ ଭକ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. ଝଲକା ଝଲକା ବାନ୍ତି କରିବା ପ୍ରକାର ଉଦ୍ୱୀରଣ ଶବ୍ଦ —୧. Said of gusts of vomitting.
(ଉ— ଭଜ ଭକ ବାହାର କରଇ, ରକତ, ସେ ଶର ଦେଖୁ ଦେଖୁ କଲା ମୋତେ ବ୍ୟସ୍ତ କୃଷ୍ଣସିଂହ ମହାଭାରତ ଉଦ୍ଗୋଗ)
- ୨. ବକ ବକ; ନିର୍ବୁଧିଆ ଲୋକପରି ଚାହିଁ ରହିବା —୨. To stare like a fool; vacant staer,
(ଯଥା— ସେ ମୋ ମୁହଁକୁ ଭକ ଭକ କରି ଅନାଇଛି)
- ୩. ମଦ୍ୟ ପାୟୀର ମୁଖରୁ ବାହାରିବା ତୀବ୍ର ଗନ୍ଧ —୩. Strong small coming out of the mouth of an inveterate drunkard.
(ଯଥା— ତା ମୁହଁରୁ ତାଡ଼ି ଗନ୍ଧ ଭକ ଭକ ହୋଇ ବାହାରୁଛି)
- ୪. ବେଙ୍ଗମାନଙ୍କର ରାବ —୪. Croaking sound of frogs.
(ଉ— ଭେକ ସେ ବରଷାକୁ ଭେଖ କରି ପାଇ, ବାହାରିଲା ଦାଣ୍ଡକୁ ଭକ ଭକ ହୋଇ କୃଷ୍ଣସିଂହ, ମହାଭାରତ. ବନ)
- ୫. ବକ ବକ; ବକିବା ପ୍ରକାର; ବ କବଦାରି —୫. Clattering.
(ଯଥା— ଦିନଯାକ ଭକ ଭକ ହୋଇ ତା ପାଟି ଘୋଳି ହେଉ ନାହିଁ)