ଭକ୍ ଭକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଝଲକା ଝଲକା ବାନ୍ତି କରିବା ପ୍ରକାର ଉଦ୍ୱୀରଣ ଶବ୍ଦ —୧. Said of gusts of vomitting.

(ଉ— ଭଜ ଭକ ବାହାର କରଇ, ରକତ, ସେ ଶର ଦେଖୁ ଦେଖୁ କଲା ମୋତେ ବ୍ୟସ୍ତ କୃଷ୍ଣସିଂହ ମହାଭାରତ ଉଦ୍ଗୋଗ)

୨. ବକ ବକ; ନିର୍ବୁଧିଆ ଲୋକପରି ଚାହିଁ ରହିବା —୨. To stare like a fool; vacant staer,

(ଯଥା— ସେ ମୋ ମୁହଁକୁ ଭକ ଭକ କରି ଅନାଇଛି)

୩. ମଦ୍ୟ ପାୟୀର ମୁଖରୁ ବାହାରିବା ତୀବ୍ର ଗନ୍ଧ —୩. Strong small coming out of the mouth of an inveterate drunkard.

(ଯଥା— ତା ମୁହଁରୁ ତାଡ଼ି ଗନ୍ଧ ଭକ ଭକ ହୋଇ ବାହାରୁଛି)

୪. ବେଙ୍ଗମାନଙ୍କର ରାବ —୪. Croaking sound of frogs.

(ଉ— ଭେକ ସେ ବରଷାକୁ ଭେଖ କରି ପାଇ, ବାହାରିଲା ଦାଣ୍ଡକୁ ଭକ ଭକ ହୋଇ କୃଷ୍ଣସିଂହ, ମହାଭାରତ. ବନ)

୫. ବକ ବକ; ବକିବା ପ୍ରକାର; ବ କବଦାରି —୫. Clattering.

(ଯଥା— ଦିନଯାକ ଭକ ଭକ ହୋଇ ତା ପାଟି ଘୋଳି ହେଉ ନାହିଁ)