ଭକ୍ଷ ଭୋଜନ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଭକ୍ଷ୍ୟଦ୍ରବ୍ୟ ଖାଇବା —Talking of proper food.

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଉପବାସାଦିର ଆପଣାର କୁଟୁମ୍ୱ ଓ ବନ୍ଧୁମାନଙ୍କୁ ଖାଇବାକୁ ଦେବା —୧. Feeding of one's kinsmen and relatives on ceremonial occasions.
୨. ଜାତି ଭାତ — ୨. Caste dinner.
୩. ସାମାଜିକ ଅନୁଷ୍ଠାନରେ ପରସ୍ପରଙ୍କ ଘରେ ଅନ୍ନଭୋଜନରୂପ ସମ୍ପର୍କ — ୩. The relationship between two persons of the same caste dining at each other's house on ceremonial feasts.