ଭକ୍ଷ ପାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଭକ୍ଷ+ପାନ) ସମ୍ପାଦନା

୧. ଆହାର —୧. Food.

[ଉ—ତାହାକୁ କଲା ଭକ୍ଷପାନ ଦେଖାଇ ହରଷ ବିଧାନ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]

୨. ଭୋଜନ —୨. Eating.
୩. ଭୋଜନ ଓ ପାନ — ୩. Eating and drinking.
୪. ଖାଦ୍ୟଦ୍ରବ୍ୟ ଓ ପାନୀୟଦ୍ରବ୍ୟ —୪. Food and drink.