ଭକ୍ଷ୍ୟ ଦ୍ରବ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଭକ୍ଷ୍ୟ+ଦ୍ରବ୍ୟ) ସମ୍ପାଦନା

୧. ଖାଦ୍ୟଦ୍ରବ୍ୟ — ୧. Food.
୨. ଭୋଜନସାମଗ୍ରୀ — ୨. Victuals.
୩. ଭୋଜ୍ୟଦ୍ରବ୍ୟ —୩. Proper food.