ଭକ୍ଷ୍ୟ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. [ସଂସ୍କୃତ - ଭକ୍ଷ] ସମ୍ପାଦନା

ଭକ୍ଷଣ କରିବା; ଉଦରସ୍ଥ କରିବା — To eat up.

[ଉ— ତାହାର ନାହିଁ ପକ୍ଷାପକ୍ଷ, ସକଳ କରଇ ସେ ଭକ୍ଷ—ଭାଗବତ. ୩ୟ ସ୍କନ୍ଧ]