ଭକ୍ଷ୍ୟକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଭକ୍ଷ୍ୟ+କୃ+କର୍ତ୍ତୃ. ଅ) ସମ୍ପାଦନା

୧. ଯେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରେ —୧. One who cooks food.
୨. ହୋଟେଲ୍ୱାଲା —୨. Hotel- keeper.
୩. ଆପୂପିକ; ପିଷ୍ଟବିକ୍ରେତା — ୩. A seller of cakes.
୪. ଗୁଡ଼ିଆ — ୪. Confectioner.