ଭକ୍ଷ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବିପରୀତ—ଅଭକ୍ଷ୍ୟ

  • (file)

ସଂସ୍କୃତ - ବିଶେଷଣ - [ଭକ୍ଷ୍ ଧାତୁ+କର୍ମ. ଯ] ସମ୍ପାଦନା

୧. ଭକ୍ଷଣୀୟ; ଖାଦ୍ୟ — ୧. Eatable.
୨. ଭୋଜନ କରିବାର ଉପଯୁକ୍ତ ବା ଯୋଗ୍ୟ —୨. Fit or proper to be eaten.

[ଉ—ପତିଏ ଯାହା ମୋରନ କରନ୍ତି ଭକ୍ଷ—କୃଷ୍ଣସିଂହ. ମହାଭାରତ. ବନ]

ବିଶେଷ୍ୟ - ସମ୍ପାଦନା

୧. ଖାଦ୍ୟଦ୍ରବ୍ୟ —୧. Food.
୨. ଅନିଷିଦ୍ଧ ଖାଦ୍ୟ —୨. Uniforbiddenn food.