ଭକ୍ଷକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ଷିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ଭକ୍ଷ୍ ଧାତୁ+କର୍ତ୍ତୃ. ଅକ) ସମ୍ପାଦନା

ଖାଦକ; ଭୋଜନ— କାରୀ —Eating.

(ଯଥା—ଗୋମାଂସଭକ୍ଷକ ହେଡ଼ାଖିଆ (beef-eating), ନରଭକ୍ଷକ—ଯେ ନରମାଂସ ଖାଏ (carnival), ଜୀବ ଭକ୍ଷକ, ମାଂସ ଭକ୍ଷକ—ମାଂସାଶୀ (carnivorous), ଫଳ ଭକ୍ଷକ— ଫଳାହାରୀ (vegetarian).