ଭକ୍ତ ବତ୍ସଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ତବଚ୍ଛଳ—ଅନ୍ୟରୂପ)

(ଭକ୍ତବତ୍ସଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ ସମ୍ପାଦନା

ଭକ୍ତ ପ୍ରତି ଅନୁରକ୍ତ —Attached to devotees; gracious to devotees.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଭଗବାନ —Name of God.