ଭକ୍ତ ଚରଣ ଦାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ମଥୁରାମଙ୍ଗଳ ନାମକ ଉତ୍କଳର ଜନପ୍ରିୟ ସୁମନୋହର ଗ୍ରନ୍ଥର ରଚୟିତା ଖ୍ରୀଷ୍ଟ ୧୮ଶ ଶତାଦ୍ଦୀରେ ଏ ଖୋରଧାର ସୁନାଖଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏହାଙ୍କର ପ୍ରକୃତ ନାମ ବୈରାଗିଚରଣ ପଟ୍ଟନାୟକ ଓ 'ଭକ୍ତଚରଣ' ଏହାଙ୍କର ପରବର୍ତ୍ତୀ ବୈଷ୍ଣବ ନାମ ମଥୁରାମଙ୍ଗଳ ଗ୍ରନ୍ଥର ସୁଲଳିତ ଛାନ୍ଦରାଜି ଓଡ଼ିଆ ଓଡ଼ିଆଣୀଙ୍କର ଅମୁଲ୍ୟ କଣ୍ଠହାର ଏହାଙ୍କର ଅନ୍ୟ ସୁବିଦିଚ ଗୀତାମାନଙ୍କ ମଧ୍ୟରେ କଳା କଳେବର କହ୍ନାଇ ଚଉତିଶା ଓ ମନୋବୋଧ ଚଉତିଶା ପ୍ରଧାନ —The poet of Mathuramaṇgaḻa which enjoys a sort of universal populartity in Orissa . He was born in a village named Sunākhaḻā (୧୮th century). His

original name was Bairagi Charan Patnaik , He assumed the name Bjakta Charan after embracing Vaisnavism and becoming a mendicant , The nectarine strains of Nathuramangal are an invaluable treasure of the Oriya literature. Kaḻākaḻebara Kahnāi Chautiṡā and Manobodha Chautiṡā are among his most famous poems with which every Oriya is familiar.