ଭକ୍ତୟା
ଭକ୍ତୟା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଭକ୍ତୟା
|
ଦେଶଜ - ବିଶେଷଣ - ସମ୍ପାଦନା
- ୧. ଭକ୍ତ —୧. Devoted.
- ୨. ଭକ୍ତ— ବତ୍ସଳ —୨. Attached to one's devotee.
(ଉ—ତାହାକୁ ଭାଗବତ କହି, ଦାସଭକ୍ତିଆ ଅଟେ ସେହି ପୂର୍ଣ୍ଣତମ. ଚନ୍ଦ୍ରୋଦୟ)
- ୩. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ମଧୁରଭକ୍ତିଆ) —୩. Having devotion.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ଭକ୍ତ —୧. A devotee.
(ଉ—ସିଂହ ଶୃଗାଳ ପଥର ମହିମା, ପ୍ରେମ ଭକ୍ତିଆମାନେ ତା ଜାଣିମା ପ୍ରାଚୀ. ରହସ୍ୟ—ମଞ୍ଜରୀ)
- ୨. ଭଣ୍ଡ ଭକ୍ତ —୨. A hyposritical devotee.