ଭକ୍ତୋପସାଧକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭକ୍ତୋପସାଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷ୍ଠୀ ତତ୍; ଭକ୍ତ+ଉପସାଧକ) ସମ୍ପାଦନା

୧. ପାଚକ; ରୋଷେୟା (ହିନ୍ଦୀ - ଶ.) — ୧. Cook.
୨. ପରିବେଶକ (ହିନ୍ଦୀ - ଶ.) —୨. One who serves food; a waiter at table.