ଭକ୍ତି ଶୂନ୍ୟ

ଉଚ୍ଚାରଣ

ସମ୍ପାଦନା

ଭକ୍ତି ହୀନ, ଭକ୍ତିରହିତ, ଭକ୍ତିବିହୀନଅନ୍ୟରୂପ

ସଂସ୍କୃତ - ବିଶେଷଣ - (୩ୟା ତତ୍)

ସମ୍ପାଦନା
୧. ଯାହାର ଭକ୍ତି ନ ଥାଏ — ୧. Devoid of the sentiment of devotion; lacking piety.
୨. ଅଭକ୍ତ —୨. Impious.