ଭକ୍ତି ଗ୍ରନ୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଭକ୍ତି+ଗ୍ରନ୍ଥ) ସମ୍ପାଦନା

ଯେଉଁ ଗ୍ରନ୍ଥରେ ଭକ୍ତି ବିଷୟ ଆଲୋଚନା କରାଯାଇ ଅଛି — A devotional book.