ଭକ୍ତଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଭକ୍ତ —୧. Devoted.
୨. ଭକ୍ତ— ବତ୍ସଳ —୨. Attached to one's devotee.

(ଉ—ତାହାକୁ ଭାଗବତ କହି, ଦାସଭକ୍ତିଆ ଅଟେ ସେହି ପୂର୍ଣ୍ଣତମ. ଚନ୍ଦ୍ରୋଦୟ)

୩. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ଯଥା—ମଧୁରଭକ୍ତିଆ) —୩. Having devotion.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଭକ୍ତ —୧. A devotee.

(ଉ—ସିଂହ ଶୃଗାଳ ପଥର ମହିମା, ପ୍ରେମ ଭକ୍ତିଆମାନେ ତା ଜାଣିମା ପ୍ରାଚୀ. ରହସ୍ୟ—ମଞ୍ଜରୀ)

୨. ଭଣ୍ଡ ଭକ୍ତ —୨. A hyposritical devotee.