ଭକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଭକୁଆ—ଅନ୍ୟରୂପ)

[ଭକେ (କୋ)ଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ଓ ବି— (ସଂସ୍କୃତ - ଭେକ) ସମ୍ପାଦନା

୧. ବକା; ବଗା; ବୋକା; ଓଲୁ; ନିର୍ବୋଧ —Foolish; a fool; a simple ton.
୨. ହତବୁଦ୍ଧି; କିଂକର୍ତ୍ତବ୍ୟ— ବିମୁଢ଼ —୨. Dumb-founded; bewildered; nonplussed.
୩. ମୁର୍ଖ —୩. Ignorant; an ignoramus.



ଭକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଭକୁଆ—ଅନ୍ୟରୂପ)

ବୈଦେଶିକ - (ଆ) ବିଣ— [ସଂସ୍କୃତ - ଭକ୍ତବତ୍ (ନିଷ୍ପନ୍ଦ) ସମ୍ପାଦନା

୧. ଓଲୁ ; ବୁଦ୍ଧିହୀନ —୧. Stupid.
୨. କିଂକର୍ତ୍ତବ୍ୟବିମୂଢ଼ —୨. Bewildered; dumb- founded.

[ଉ— ବ୍ୟର୍ଥରେ ତୁମ୍ଭେ ମର ନାହିଁ—ଭକୁଆ ହୋଇ ଲଡ଼ୁ ବୋଲିବା ମାତ୍ରକେ ଭୋକ ଯାଏ ନାହିଁ ତୁଳସୀ. ବିଚିତ୍ର ରାମାୟଣ. ଆଦି]