ଭକୁ
ଭକୁ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଭକୁ
|
(ଭକୁଆ—ଅନ୍ୟରୂପ)
[ଭକେ (କୋ)ଈ—ସ୍ତ୍ରୀ]
ଦେଶଜ - ବିଶେଷଣ - ଓ ବି— (ସଂସ୍କୃତ - ଭେକ)
ସମ୍ପାଦନା- ୧. ବକା; ବଗା; ବୋକା; ଓଲୁ; ନିର୍ବୋଧ —Foolish; a fool; a simple ton.
- ୨. ହତବୁଦ୍ଧି; କିଂକର୍ତ୍ତବ୍ୟ— ବିମୁଢ଼ —୨. Dumb-founded; bewildered; nonplussed.
- ୩. ମୁର୍ଖ —୩. Ignorant; an ignoramus.
ଭକୁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଭକୁଆ—ଅନ୍ୟରୂପ)
ବୈଦେଶିକ - (ଆ) ବିଣ— [ସଂସ୍କୃତ - ଭକ୍ତବତ୍ (ନିଷ୍ପନ୍ଦ)
ସମ୍ପାଦନା- ୧. ଓଲୁ ; ବୁଦ୍ଧିହୀନ —୧. Stupid.
- ୨. କିଂକର୍ତ୍ତବ୍ୟବିମୂଢ଼ —୨. Bewildered; dumb- founded.
[ଉ— ବ୍ୟର୍ଥରେ ତୁମ୍ଭେ ମର ନାହିଁ—ଭକୁଆ ହୋଇ ଲଡ଼ୁ ବୋଲିବା ମାତ୍ରକେ ଭୋକ ଯାଏ ନାହିଁ ତୁଳସୀ. ବିଚିତ୍ର ରାମାୟଣ. ଆଦି]