ଭକତ ବିଶ୍ୱାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ରୋ.ଟ୍ରା. — Bhakata biṡlsāsa
  • ଆଇ.ପି.ଏ. — bʰˈʌkʌtˌo bˈɔ hɾˌɔʃʃoˈikaɾ tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ

ଅନୁବାଦ ସମ୍ପାଦନା

ଦେଶଜ - ବି— (ସଂସ୍କୃତ - ଭକ୍ତ+ବିଶ୍ୱାସ) ସମ୍ପାଦନା

୧. ବିଶ୍ୱାସୀ ବା ବିଶ୍ୱାସାସ୍ପଦ ଭକ୍ତ —୧. A trusted devotee.

[ଉ— ମୁଂ ତାଙ୍କୁ ପୂରାଇବା ଆଶ, ସେ ମୋର ଭକତ ବିଶ୍ୱାସ ଜଗନ୍ନାଥ. ଭାଗବତ]

୨. ବିଶ୍ୱାସୀ ଓ ଭକ୍ତିଯୁକ୍ତ ବନ୍ଧୁ — ୨. A trusted and devoted friend.

[ଉ— ଆସ ମଇତ୍ର ମୋର ପାଶ, ତୁ ମୋର ଭକତ ବିଶ୍ୱାସ ଗଜ ନିସ୍ତାରଣ]

୩. ଭକ୍ତ ଯେଉଁ ପ୍ରଭୁଙ୍କଠାରେ ପୂର୍ଣ୍ଣ ବିଶ୍ୱାସ ବା ଆସ୍ଥା ରଖିଥାଏ —୩. A master on whom the devotee places utmost confidence.

(ଉ—ବୋଲାଅ ଯେ ତୁମ୍ଭେ ଭକତ ବିଶ୍ୱାସ, ମୋ ଛାର କି କହି ପାରିବ ତୁମ୍ଭ ଯଶ— କୃଷ୍ଣସିଂହ ମହାଭାରତ. ଆଦି)