ଭଏଣୀ ଜୋଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି ସ୍ତ୍ରୀର ସାନ ଭଉଣୀର ସ୍ୱାମୀ —A woman's younger sister's husband.

[ଦ୍ରଷ୍ଟବ୍ୟ — ସାନ ଭଉଣୀଙ୍କୁ ବିଭା ହୋଇଥିବା ବ୍ୟକ୍ତିଙ୍କର ଆପଣାର ସ୍ତ୍ରୀର ବଡ଼ ଭଉଣୀ ଦେଢ଼ଶାଶୁ ଅଟନ୍ତି ଓ ଓଡ଼ିଆ ସମାଜରେ ତାଙ୍କ ସଙ୍ଗେ ଥଟ୍ଟା କରିବା ବା କଥାବାର୍ତ୍ତା ହେବା ନିଷିଦ୍ଧ ବଡ଼ ଭଉଣୀଙ୍କ ସ୍ୱାମୀ ଆପଣାର ଭିଣେଇ ଓ ସ୍ତ୍ରୀର ସାନ ଭଉଣୀ ଆପଣାର ଶାଳୀ; ଶାଳୀ ଓ ଭିଣେଇଙ୍କ ମଧ୍ୟରେ ଥଟ୍ଟା ପରିହାସ ଚଳେ]