ଭଉଁରି ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଘାଉଁରି ଖାଇବା; ଚକ୍ରାକାରରେ ଗତି କରିବା —To whirl round and round; to make a circular motion.

(ଉ—ଦୀପଦଣ୍ଡି ଲଭି ମରାଳପନ୍ତି ଦିଏ ଭଉଁରି, ବଡ଼ ବଡ଼ଭୀକି ବେଢ଼ି କି ଶୋଭା ଚୂର୍ଣ୍ଣ ଚଉଁରି ଉପନ୍ଦ୍ରେଭଞ୍ଜ)