ଭଉଁରି ଖେଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚକ୍ରଭୁମିରୂପ ଜଳକ୍ରୀଡ଼ା କରିବା; ଜଳରେ ଡ଼ଙ୍ଗାକୁ ଚକ୍ରଗତି କରାଇ କ୍ରୀଡ଼ା କରିବା —୧. To move a boat in water in a circle in a sportive mood
୨. ଜଳରେ ଛୋଟ ଭଉଁରୀ ସୃଷ୍ଟି କରିବା —୨. To produce small whorls in the current of water.