ଭଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଭଉତ୍, ଭଉତୁଅନ୍ୟରୂପ

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ଅ (ସଂସ୍କୃତ - ବହୁ) ଏକ ସମ୍ପାଦନା

ଧାନମାପୁଣିମାନେ ଧାନ ମାପିଲା— ବେଳେ ପ୍ରଥମେ ଗଉଣି ମାପିବା ସମୟରେ 'ଏକ' ବୋଲି ନ କହି ବହୁତ, ଭଉ, ରାମ୍, ଜଗନ୍ନାଥ ଆଦି ଶବ୍ଦ ବ୍ୟବହାର କରିଥାଆନ୍ତି — Peculiar ejaculation denoting the number 'one' uttered while beginning to measure the first pot of paddy.