ଭଇମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ.ଗ୍ରାମ୍ୟ - (ପଦ୍ୟ) (ସଂସ୍କୃତ - ଭୈମୀ) ସମ୍ପାଦନା

ଭୀମକନ୍ୟା; ଦମୟନ୍ତୀ —Daughter of king Bhīma, Damayantī, the consort of Naḻa.

[ଉ— ନଳ ରାଜାଙ୍କର ଭୀମ ରଜାଙ୍କ ଘରେ, ଛାଡ଼ି ଦେଇଗଲେ ସେ ଭଇମୀ ଭାଷାରେ—କୃଷ୍ଣସିଂହ. ମହାଭାରତ. ବନ]