ବ(ତ)ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତଳ; ପ୍ରା. ବଟ୍ଟ) ସମ୍ପାଦନା

ଲାବ ପକ୍ଷୀ; ପାଂଶୁ ବର୍ଣ୍ଣ ପକ୍ଷିବିଶେଷ — The grey quail.

[ଦ୍ରଷ୍ଟବ୍ୟ —ଏହା ୧/ ୧୨: ଆଙ୍ଗୁଳ ଲମ୍ୱ; ଥଣ୍ଟ ସରୁ ଓ ଛୋଟ; ପିଠିରେ ଲମ୍ୱା ଧଳା ଡ଼ୋରା ଏମାନେ ଶୀତକାଳରେ ଧାନ କିଆରିରେ ଦଳ ଦଳ ହୋଇ ପଡ଼ି ଧାନ ଖାଆନ୍ତି ଏମାନଙ୍କ ମାଂସ ସୁସ୍ୱାଦୁ ଉତ୍ତର ପଶ୍ଚିମ ଭାରତରେ ଚଢ଼େଇ—ଲଢ଼େଇ କରାଇବା ପାଇଁ ଲୋକେ ଏ ପକ୍ଷୀଙ୍କୁ ପାଳନ୍ତି]