ବ(ତ)ର
ବ(ତ)ର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ତ୍ତଳ; ପ୍ରା. ବଟ୍ଟ)
ସମ୍ପାଦନାଲାବ ପକ୍ଷୀ; ପାଂଶୁ ବର୍ଣ୍ଣ ପକ୍ଷିବିଶେଷ — The grey quail.
[ଦ୍ରଷ୍ଟବ୍ୟ —ଏହା ୧/ ୧୨: ଆଙ୍ଗୁଳ ଲମ୍ୱ; ଥଣ୍ଟ ସରୁ ଓ ଛୋଟ; ପିଠିରେ ଲମ୍ୱା ଧଳା ଡ଼ୋରା ଏମାନେ ଶୀତକାଳରେ ଧାନ କିଆରିରେ ଦଳ ଦଳ ହୋଇ ପଡ଼ି ଧାନ ଖାଆନ୍ତି ଏମାନଙ୍କ ମାଂସ ସୁସ୍ୱାଦୁ ଉତ୍ତର ପଶ୍ଚିମ ଭାରତରେ ଚଢ଼େଇ—ଲଢ଼େଇ କରାଇବା ପାଇଁ ଲୋକେ ଏ ପକ୍ଷୀଙ୍କୁ ପାଳନ୍ତି]