ବଟେଇବା

(ବ(ଟେ)ଇବାରୁ ଲେଉଟି ଆସିଛି)

ବ(ଟେ)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ବର୍ତ୍ତନ୍; ବୃତ୍ତ ଧାତୁ ଣିଜନ୍ତ) ସମ୍ପାଦନା

ବାଟିବା କ୍ରିୟାର ଣିଜନ୍ତ ରୂପ —The causative form of 'Bāṭibā'.

୧. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ପଦାର୍ଥକୁ ଶିଳରେ ପେଷଣ କରାଇବା —୧. To cause a thing to be brui sed or pestled.
୨. ବଟା ବଟି କରବା (ଦେଖ) - ୨. Baṭā baṭi karibā (See)

ଗ୍ରାମ୍ୟ - କ୍ରି. ସମ୍ପାଦନା

(ପ ସ୍ଥାନରବ ଉଚ୍ଚାରଣ) ପଠାଇବା — To send.