ବୟାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାୟୁ) ସମ୍ପାଦନା

ବତାସ; ତୋଫାନ; ପ୍ରବଳ ବାୟୁ; ଝଡ଼ — Tempest; gale.

ପ୍ରାଦେଶିକ - (କଟକ) ବିଶେଷ୍ୟ - ସମ୍ପାଦନା

ଝାଡ଼ା ବାନ୍ତି —Cholera.