ବ୍ୟାପିବା
ବ୍ୟାପିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ବି+ଆପ ଧାତୁ)
ସମ୍ପାଦନା- ୧. ଘୋଟିବା —୧. To prevade through.
- ୨. ଚାରି ଆଡ଼େ ବିସ୍ତୃତ ହେବା; ଖେଦି ଯିବା — ୨. To difuse; to overspread.
- ୩. ସର୍ବତ୍ର ପ୍ରକଟିତ ହେବା —୩. To be published or spread everywhere.
(ଉ—'ରାଜ୍ୟ ତେଜି ଯିବେ ରାଜା' ଏ ବାର୍ତ୍ତା ନବରେ, ନବରୁ ନବରେ, ତହୁଁ ବ୍ୟାପି ଜନପଦେ ରାଧାନାଥ. ମହାଯାତ୍ରା)
- ୪. ଆଚ୍ଛାଦନ କରିବା, ଘୋଡ଼ାଇବା —୪. To surround to envelop.
- ୫. ଘଟିବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ବା କାଳ ଅଧିକାର କରିବା —୫. To occupy a period of time.
- ୬. ନିର୍ଦ୍ଦିଷ୍ଟ ସ୍ଥାନ ଅଧିକାର କରିବା —୬. To occupy a place or area.