ବ୍ୟାଦାନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବି+ଆ+ଦା. ଧାତୁ+ଭାବ. ଅନ)

ସମ୍ପାଦନା
୧. ପ୍ରସାର; ବିସ୍ତାର —୧. Expansion.
୨. ମେଲା କରିବା —୨. Unfolding; gaping.
୩. ଉଦ୍ଘାଟନ —୩. Opening.