ବ୍ୟାଙ୍କ୍
ବ୍ୟାଙ୍କ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇ. ବାଙ୍କ୍)
ସମ୍ପାଦନା- ୧. ଗଚ୍ଛିତ ଧନର ଭଣ୍ଡାର —୧. A bank for money.
- ୨. ଖଜଣାଖାନା —୨. Treasury.
- ୩. ଯେଉଁ ବ୍ୟବସାୟୀ କୋମ୍ପାନୀ ସାଧାରଣଙ୍କଠାରୁ ଟଙ୍କା ଡ଼ିପାଜିଟ୍ ରଖି ସୁଧରେ ଟଙ୍କା ଲଗାନ୍ତି —A firm or company of bankers.
[ଯଥା—ସେଭିଙ୍ଗ୍ସ୍ ବ୍ୟାଙ୍କ୍, ଇମ୍ପିରିୟର୍ ବ୍ୟଙ୍କ୍, ବେଙ୍ଗଲ୍ ବ୍ୟଙ୍କ, କୋଅପରେଟିଭ୍ ବ୍ୟାଙ୍କ୍ ଇତ୍ୟାଦି, ଏହି ଇଂରାଜି ବ୍ୟାଙ୍କ୍ଶବ୍ଦ ସଙ୍ଗେ ଅନେକ ଦେଶୀ ଓ ବିଦେଶୀ ଶବ୍ଦ ଯୁକ୍ତ ହୋଇ ବାଷାରେ ଚଳିଲାଣି ଯଥା—ବ୍ୟଙ୍କ୍କିରାନୀ, ବ୍ୟାଙ୍କ ଛୁଟି, ବ୍ୟାଙ୍କ୍ ଅଫିସ ଇତ୍ୟାଦି]