ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ବ୍ୟବହୃତ
ଭାଷା
ଦେଖିବେ
ସମ୍ପାଦନା
ବ୍ୟବହୃତ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Byabahṛuta
ଆଇ.ପି.ଏ.
— bjˌʌbʌhɾˈuto
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ବିଶେଷ୍ୟ - (ବି+ଅବ+ହୃ ଧାତୁ+କର୍ମ. ତ)
ସମ୍ପାଦନା
୧. ଆରଚିତ —୧. Used; followed.
୨. ଅନୁଷ୍ଠିତ —୨. Done.
୩. ଉପଯୁକ୍ତ; ଅଧିକୃତ — ୩. Enjoyed; possessed.
୪. ବିଚାରିତ —୪. Judged; considered.
୫. ସ୍ଥିରୀକୃତ —୫. Acerrained. settled.