Soumendrak
Joined ୨ ସେପ୍ଟେମ୍ବର ୨୦୧୮
Latest comment: ୫ ବର୍ଷ ପୂର୍ବେ by ଶିତିକଣ୍ଠ ଦାଶ in topic ତୁମ ପାଇଁ ଖିରୀ ଗିନାଏ
ନମସ୍କାର Soumendrak,
ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୯:୧୭, ୩ ଅଗଷ୍ଟ ୨୦୧୯ (UTC)
ତୁମ ପାଇଁ ଖିରୀ ଗିନାଏ
ସମ୍ପାଦନାଭାଇ, ଉଇକିଅଭିଧାନ ପାଇଁ ଏତେ ଗୁଡିଏ ବଛାଶବ୍ଦ (https://or.wiktionary.org/s/van) ଯୋଗେଇଥିବାରୁ ଧନ୍ୟବାଦ । ଖିରୀ ଗିନାଏ ପଠେଇଲି । |