ନମସ୍କାର Abha S Pradhan,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୨୫, ୨୧ ଜୁନ ୨୦୧୬ (UTC)Reply

ପ୍ରଥମ ଶବ୍ଦ - ଆଭା ସମ୍ପାଦନା

ଉଇକିଅଭିଧାନରେ ଅବଦାନ ପାଇଁ ଧନ୍ୟବାଦ । ଆପଣ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସହାୟତା ନେଇ ନୂଆ ଶବ୍ଦ ଯୋଡ଼ି ପାରିବେ ଓ ଉନ୍ନତ କରିପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୨, ୨୧ ଜୁନ ୨୦୧୬ (UTC)Reply