ନମସ୍କାର ସୂର୍ଯ୍ୟ,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୫, ୧୨ ନଭେମ୍ବର ୨୦୧୭ (UTC)Reply