ପୁରୁଣା ଅତି ପ୍ରାଚୀନ ପୁରାତନ କ୍ଷୟପ୍ରାପ୍ତ ଜୀର୍ଣ ଅତି ପ୍ରାଚୀନ ବିବରଣ ବେଦର ସଂହିତା ଓ ବ୍ରାହ୍ମଣ ନାମକ ଭାଗରେ ରାଜା ଓ ଅପରାପର ବ୍ୟକ୍ତି ମାନଂକ ସଂବଂଧରେ ଦେଖିବାକୁ ମିଳୁଥିବା ଆଖ୍ୟାୟିକାକୁ ପୁରାଣ ବୋଲାଯାଏ ଏହା ଛଡା ବୈଦିକ ଯୁଗପରେ ବ୍ୟାସାଦି ମୁ ନି ମାନେ ଅନେକ ପୁରାଣ ରଚନା କରିଥିଲେ ମହାପୁରାଣ ଓ ଉପପୁରାଣ ଭେଦରେ ପୁରାଣ ଦୁଇ ପ୍ରକାରର

ମହା ପୁରାଣ ଗୁଡିକ ହେଲେ -

ବ୍ରହ୍ମ, ପଦ୍ମ, ବିଷ୍ଣୁ, ଶିବ ମତାଂତରେ ବାୟୁ, ଭାଗବତ, ନାରଦୀୟ, ମାର୍କଣ୍ଡେୟ, ଅଗ୍ନି, ଭବିଷ୍ୟ, ବ୍ରହ୍ମବୈବର୍ତ, ଲିଂଗ, ବରାହ, ସ୍କନ୍ଦ, ବାମନ, କୂର୍ମ, ମତ୍ସ୍ୟ, ଗରୁଡ଼ ଓ ବ୍ରହ୍ମାଣ୍ଡ ପୁରାଣ ଉପପୁରାଣଗୁଡିକ ହେଲେ

ସନତ୍ କୁମାର ନରସିଂହ ନାରଦ ଶୈବଧର୍ମ ଦୁର୍ବାସା ନାରଦୀୟ କପିଳ ମାନବ ଔଶନସ ବ୍ରହ୍ମାଣ୍ଡ ବାରୁଣ କାଳିକା ମାହେଶ୍ବର ସାମ୍ବ ସୌର ପରାଶର ମାରୀଚ ଭାର୍ଗବ (ପ୍ରକାରାଂତରେ ଦେବୀ ଭାଗବତ)ପୁରାଣ

ସ୍ଵଗତ ସମ୍ପାଦନା

ନମସ୍କାର ସପନ କୁମାର ଦାସ,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଏହା ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଆଶାକରେ, ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବା ପାଇଁ ଚାହୁଁଥିଲେ "ଆଲୋଚନା ସଭା"ରେ କିମ୍ବା odiawiki@gmail.com ଜରିଆରେ ଆମକୁ ପଚାରି ପାରିବେ ।

--Snip1 (ମୋ ଆଲୋଚନା) ୧୩:୩୨, ୬ ଜୁନ ୨୦୨୨ (UTC)-Snip1 (ମୋ ଆଲୋଚନା) ୧୩:୩୨, ୬ ଜୁନ ୨୦୨୨ (UTC)Reply