ଠାକୁର

ଓଡ଼ିଶାରେ ଦେବତା, ଦେବପ୍ରତିମା, ପ୍ରଭୂ, ଖାମିଦ, ଶ୍ରେଷ୍ଠ ବା ମାନନୀୟ ବ୍ୟକ୍ତି, ଗୁରୁ, ଗୁରୁଜନ, ବ୍ରାହ୍ମଣ, କ୍ଷତ୍ରିୟ, ଉଚ୍ଚବଂଶଜ ବୈଶ୍ୟ, ପୂଜ୍ୟ ବ୍ୟକ୍ତି ଓ ରାଜାଙ୍କୁ 'ଠାକୁର' ଶବ୍ଦରେ ଅଭିହିତ କରାଯାଏ। ତଥାକଥିତ ଭଣ୍ଡ ବାବା ଯେଉଁମାନେ କି ନିଜକୁ ଅବତାର, ମହାଗୁରୁ, ଦେବତା ବା ଉଦ୍ଧାରକ ବୋଲାନ୍ତି ସେମାନଙ୍କୁ ସେମାନଙ୍କ ଭକ୍ତ ଓ ଶିଷ୍ୟଗଣ 'ଠାକୁର' ଶବ୍ଦରେ ଅଭିହିତ କରନ୍ତି । ବଙ୍ଗାଳି ଭାଷାରେ ଦେବତା, ଦେବମୂର୍ତ୍ତି, ଦେବୀମୂର୍ତ୍ତି, ଈଶ୍ୱର, ରାଜା, ଅଧିପତି, ମାଲିକ, ପୂଜ୍ୟ ଓ ଶ୍ରଦ୍ଧେୟ ବ୍ୟକ୍ତି, ଗୁରୁଜନ, ଗୁରୁ, ବ୍ରାହ୍ମଣ, ବ୍ରାହ୍ମଣ- ପୁରୋହିତ, ବ୍ରାହ୍ମଣ-ପାଚକ (ঠাকুর-চাকর) ଓ ବାବାଜୀ ଅର୍ଥରେ 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଉତ୍ତରଭାରତୀୟ ଭାଷାରେ କ୍ଷତ୍ରିୟ ଜାତିର ପୁରୁଷ ମାନଙ୍କ ପ୍ରତି 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଭାରତର ପଶ୍ଚିମାଞ୍ଚଳର ଭଣ୍ଡାରୀ ମାନଙ୍କ ବଂଶ ଉପାଧି ମଧ୍ୟ 'ଠାକୁର' ଅଟେ।

ସଂସ୍କୃତ ଅଭିଧାନ "ବାଚଷ୍ପତ୍ୟମ୍" ରେ ଦେବପ୍ରତିମା, ଦେବତା ଅର୍ଥରେ ଓ ଦ୍ଵିଜାତି ମାନଙ୍କ ଉପାଧି ଭାବରେ "ଠକ୍କୁର" ଶବ୍ଦ ଦେଖା ଯାଏ। କିନ୍ତୁ ଏହାର ଧାତୁପ୍ରତ୍ୟୟ କିଛି ଉଲ୍ଲେଖ ନାହିଁ। ଏହାକୁ ନିପାତନସିଦ୍ଧ ଶବ୍ଦ ଭାବରେ ଗ୍ରହଣ କଲେ ମଧ୍ୟ ପ୍ରାଚୀନ ବୈଦିକ ବା ଲୌକିକ ସାହିତ୍ୟରେ ଏହାର ପ୍ରଚଳନ ଦେଖାଯାଏ ନାହିଁ। ତେଣୁ ଏହା ନିଶ୍ଚିତ ଭାବରେ ଅନାର୍ଯ୍ୟ ଭାଷାରୁ ଆଗତ ପରବର୍ତ୍ତୀ ସଂସ୍କୃତ ଭାଷାରେ ଗୃହୀତ ଶବ୍ଦ ହିଁ ଅଟେ।

'ଠାକୁର' ଶବ୍ଦ ତୁର୍କୀ ଓ ଈରାନୀ ମାନଙ୍କ ସହିତ ଭାରତକୁ ଆସିଲା ଯାହାର ଅର୍ଥ 'ସ୍ୱାମୀ' ବା ପ୍ରଭୂ 'ଅଟେ'। 'ଠାକୁର' ଶବ୍ଦ 'ସ୍ୱାମୀ' ଭାବକୁ ହିଁ ବ୍ୟକ୍ତ କରେ। ସେଠାରେ ଜନଜାତି ବିଶେଷ ଅର୍ଥରେ 'ଠାକୁର' ଶବ୍ଦ ନଥିଲା। ଯବନ ମାନଙ୍କ ଶାସନ କାଳରେ ଯବନ ମାନଙ୍କ ଅନୁକରଣରେ ଏହା ହିନ୍ଦୁ ରାଜା ମହାରାଜା ମାନେ ନିଜ ନାମ ପୂର୍ବରୁ ବ୍ୟବହାର କଲେ। କ୍ରମଶଃ କ୍ଷତ୍ରିୟ ସମାଜ ଏହି ଶବ୍ଦକୁ ସମ୍ମାନୀୟ ଶବ୍ଦ ଭାବରେ ଗ୍ରହଣ କଲା। ଖ୍ୟାତି ପ୍ରଲୁବ୍ଧ ବ୍ରାହ୍ମଣ ମାନେ ବି କାହିଁକି ପଛରେ ରହନ୍ତେ; ସେମାନେ ବି ଏହି ଶବ୍ଦରେ ପୂଜ୍ୟତା ଦେଖିବାରେ ଲାଗିଲେ।

ସୁଫୀ ମୁସଲ୍ମାନ୍ ମାନଙ୍କ ଅନୁଗାମୀ ହିନ୍ଦୁ ବୈଷ୍ଣବ ମାନେ ଦେବତା ଅର୍ଥରେ ଓ ବିଶେଷ ଭାବେ ରାମ ଓ କୃଷ୍ଣ ଙ୍କ ଅର୍ଥରେ 'ଠାକୁର' ବା 'ଠାକୁର ଜୀ' ଶବ୍ଦ ପ୍ରୟୋଗ କରିବା ଆରମ୍ଭ କରି ଦେଲେ। କ୍ରମଶଃ ସଂସ୍କୃତ ଉଚ୍ଚାରଣ ବିଜ୍ଞାନକୁ ଦୃଷ୍ଟିରେ ରଖି "ଠାକୁର" ଶବ୍ଦକୁ "ଠକ୍କୁର" ଶବ୍ଦରେ ରୂପାନ୍ତରିତ କରି ଗ୍ରହଣ କରି ନିଆ ଗଲା। ଏହା ହିଁ 'ଠାକୁର' ଶବ୍ଦର ଅଭିଧାନ ଓ ଇତିହାସ ଅଟେ।

ଠାକୁର ସମ୍ପାଦନା

💥"ଠାକୁର"💥

ଓଡ଼ିଶାରେ ଦେବତା, ଦେବପ୍ରତିମା, ପ୍ରଭୂ, ଖାମିଦ, ଶ୍ରେଷ୍ଠ ବା ମାନନୀୟ ବ୍ୟକ୍ତି, ଗୁରୁ, ଗୁରୁଜନ, ବ୍ରାହ୍ମଣ, କ୍ଷତ୍ରିୟ, ଉଚ୍ଚବଂଶଜ ବୈଶ୍ୟ, ପୂଜ୍ୟ ବ୍ୟକ୍ତି ଓ ରାଜାଙ୍କୁ 'ଠାକୁର' ଶବ୍ଦରେ ଅଭିହିତ କରାଯାଏ। ତଥାକଥିତ ଭଣ୍ଡ ବାବା ଯେଉଁମାନେ କି ନିଜକୁ ଅବତାର, ମହାଗୁରୁ, ଦେବତା ବା ଉଦ୍ଧାରକ ବୋଲାନ୍ତି ସେମାନଙ୍କୁ ସେମାନଙ୍କ ଭକ୍ତ ଓ ଶିଷ୍ୟଗଣ 'ଠାକୁର' ଶବ୍ଦରେ ଅଭିହିତ କରନ୍ତି । ବଙ୍ଗାଳି ଭାଷାରେ ଦେବତା, ଦେବମୂର୍ତ୍ତି, ଦେବୀମୂର୍ତ୍ତି, ଈଶ୍ୱର, ରାଜା, ଅଧିପତି, ମାଲିକ, ପୂଜ୍ୟ ଓ ଶ୍ରଦ୍ଧେୟ ବ୍ୟକ୍ତି, ଗୁରୁଜନ, ଗୁରୁ, ବ୍ରାହ୍ମଣ, ବ୍ରାହ୍ମଣ- ପୁରୋହିତ, ବ୍ରାହ୍ମଣ-ପାଚକ (ঠাকুর-চাকর) ଓ ବାବାଜୀ ଅର୍ଥରେ 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଉତ୍ତରଭାରତୀୟ ଭାଷାରେ କ୍ଷତ୍ରିୟ ଜାତିର ପୁରୁଷ ମାନଙ୍କ ପ୍ରତି 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଭାରତର ପଶ୍ଚିମାଞ୍ଚଳର ଭଣ୍ଡାରୀ ମାନଙ୍କ ବଂଶ ଉପାଧି ମଧ୍ୟ 'ଠାକୁର' ଅଟେ।

ସଂସ୍କୃତ ଅଭିଧାନ "ବାଚଷ୍ପତ୍ୟମ୍" ରେ ଦେବପ୍ରତିମା, ଦେବତା ଅର୍ଥରେ ଓ ଦ୍ଵିଜାତି ମାନଙ୍କ ଉପାଧି ଭାବରେ "ଠକ୍କୁର" ଶବ୍ଦ ଦେଖା ଯାଏ। କିନ୍ତୁ ଏହାର ଧାତୁପ୍ରତ୍ୟୟ କିଛି ଉଲ୍ଲେଖ ନାହିଁ। ଏହାକୁ ନିପାତନସିଦ୍ଧ ଶବ୍ଦ ଭାବରେ ଗ୍ରହଣ କଲେ ମଧ୍ୟ ପ୍ରାଚୀନ ବୈଦିକ ବା ଲୌକିକ ସାହିତ୍ୟରେ ଏହାର ପ୍ରଚଳନ ଦେଖାଯାଏ ନାହିଁ। ତେଣୁ ଏହା ନିଶ୍ଚିତ ଭାବରେ ଅନାର୍ଯ୍ୟ ଭାଷାରୁ ଆଗତ ପରବର୍ତ୍ତୀ ସଂସ୍କୃତ ଭାଷାରେ ଗୃହୀତ ଶବ୍ଦ ହିଁ ଅଟେ।

'ଠାକୁର' ଶବ୍ଦ ତୁର୍କୀ ଓ ଈରାନୀ ମାନଙ୍କ ସହିତ ଭାରତକୁ ଆସିଲା ଯାହାର ଅର୍ଥ 'ସ୍ୱାମୀ' ବା ପ୍ରଭୂ 'ଅଟେ'। 'ଠାକୁର' ଶବ୍ଦ 'ସ୍ୱାମୀ' ଭାବକୁ ହିଁ ବ୍ୟକ୍ତ କରେ। ସେଠାରେ ଜନଜାତି ବିଶେଷ ଅର୍ଥରେ 'ଠାକୁର' ଶବ୍ଦ ନଥିଲା। ଯବନ ମାନଙ୍କ ଶାସନ କାଳରେ ଯବନ ମାନଙ୍କ ଅନୁକରଣରେ ଏହା ହିନ୍ଦୁ ରାଜା ମହାରାଜା ମାନେ ନିଜ ନାମ ପୂର୍ବରୁ ବ୍ୟବହାର କଲେ। କ୍ରମଶଃ କ୍ଷତ୍ରିୟ ସମାଜ ଏହି ଶବ୍ଦକୁ ସମ୍ମାନୀୟ ଶବ୍ଦ ଭାବରେ ଗ୍ରହଣ କଲା। ଖ୍ୟାତି ପ୍ରଲୁବ୍ଧ ବ୍ରାହ୍ମଣ ମାନେ ବି କାହିଁକି ପଛରେ ରହନ୍ତେ; ସେମାନେ ବି ଏହି ଶବ୍ଦରେ ପୂଜ୍ୟତା ଦେଖିବାରେ ଲାଗିଲେ।

ସୁଫୀ ମୁସଲ୍ମାନ୍ ମାନଙ୍କ ଅନୁଗାମୀ ହିନ୍ଦୁ ବୈଷ୍ଣବ ମାନେ ଦେବତା ଅର୍ଥରେ ଓ ବିଶେଷ ଭାବେ ରାମ ଓ କୃଷ୍ଣ ଙ୍କ ଅର୍ଥରେ 'ଠାକୁର' ବା 'ଠାକୁର ଜୀ' ଶବ୍ଦ ପ୍ରୟୋଗ କରିବା ଆରମ୍ଭ କରି ଦେଲେ। କ୍ରମଶଃ ସଂସ୍କୃତ ଉଚ୍ଚାରଣ ବିଜ୍ଞାନକୁ ଦୃଷ୍ଟିରେ ରଖି "ଠାକୁର" ଶବ୍ଦକୁ "ଠକ୍କୁର" ଶବ୍ଦରେ ରୂପାନ୍ତରିତ କରି ଗ୍ରହଣ କରି ନିଆ ଗଲା। ଏହା ହିଁ 'ଠାକୁର' ଶବ୍ଦର ଅଭିଧାନ ଓ ଇତିହାସ ଅଟେ। 👁️👁️👁️ स्वामी ज्ञानानन्द सरस्वती (ମୋ ଆଲୋଚନା) ୦୪:୩୮, ୨୮ ଅକ୍ଟୋବର ୨୦୨୧ (UTC)Reply

ଅଭିଧାନ ସମ୍ପାଦନା

💥"ଠାକୁର"💥

ଓଡ଼ିଶାରେ ଦେବତା, ଦେବପ୍ରତିମା, ପ୍ରଭୂ, ଖାମିଦ, ଶ୍ରେଷ୍ଠ ବା ମାନନୀୟ ବ୍ୟକ୍ତି, ଗୁରୁ, ଗୁରୁଜନ, ବ୍ରାହ୍ମଣ, କ୍ଷତ୍ରିୟ, ଉଚ୍ଚବଂଶଜ ବୈଶ୍ୟ, ପୂଜ୍ୟ ବ୍ୟକ୍ତି ଓ ରାଜାଙ୍କୁ 'ଠାକୁର' ଶବ୍ଦରେ ଅଭିହିତ କରାଯାଏ। ତଥାକଥିତ ଭଣ୍ଡ ବାବା ଯେଉଁମାନେ କି ନିଜକୁ ଅବତାର, ମହାଗୁରୁ, ଦେବତା ବା ଉଦ୍ଧାରକ ବୋଲାନ୍ତି ସେମାନଙ୍କୁ ସେମାନଙ୍କ ଭକ୍ତ ଓ ଶିଷ୍ୟଗଣ 'ଠାକୁର' ଶବ୍ଦରେ ଅଭିହିତ କରନ୍ତି । ବଙ୍ଗାଳି ଭାଷାରେ ଦେବତା, ଦେବମୂର୍ତ୍ତି, ଦେବୀମୂର୍ତ୍ତି, ଈଶ୍ୱର, ରାଜା, ଅଧିପତି, ମାଲିକ, ପୂଜ୍ୟ ଓ ଶ୍ରଦ୍ଧେୟ ବ୍ୟକ୍ତି, ଗୁରୁଜନ, ଗୁରୁ, ବ୍ରାହ୍ମଣ, ବ୍ରାହ୍ମଣ- ପୁରୋହିତ, ବ୍ରାହ୍ମଣ-ପାଚକ (ঠাকুর-চাকর) ଓ ବାବାଜୀ ଅର୍ଥରେ 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଉତ୍ତରଭାରତୀୟ ଭାଷାରେ କ୍ଷତ୍ରିୟ ଜାତିର ପୁରୁଷ ମାନଙ୍କ ପ୍ରତି 'ଠାକୁର' ଶବ୍ଦ ପ୍ରଯୁକ୍ତ ହୁଏ। ଭାରତର ପଶ୍ଚିମାଞ୍ଚଳର ଭଣ୍ଡାରୀ ମାନଙ୍କ ବଂଶ ଉପାଧି ମଧ୍ୟ 'ଠାକୁର' ଅଟେ।

ସଂସ୍କୃତ ଅଭିଧାନ "ବାଚଷ୍ପତ୍ୟମ୍" ରେ ଦେବପ୍ରତିମା, ଦେବତା ଅର୍ଥରେ ଓ ଦ୍ଵିଜାତି ମାନଙ୍କ ଉପାଧି ଭାବରେ "ଠକ୍କୁର" ଶବ୍ଦ ଦେଖା ଯାଏ। କିନ୍ତୁ ଏହାର ଧାତୁପ୍ରତ୍ୟୟ କିଛି ଉଲ୍ଲେଖ ନାହିଁ। ଏହାକୁ ନିପାତନସିଦ୍ଧ ଶବ୍ଦ ଭାବରେ ଗ୍ରହଣ କଲେ ମଧ୍ୟ ପ୍ରାଚୀନ ବୈଦିକ ବା ଲୌକିକ ସାହିତ୍ୟରେ ଏହାର ପ୍ରଚଳନ ଦେଖାଯାଏ ନାହିଁ। ତେଣୁ ଏହା ନିଶ୍ଚିତ ଭାବରେ ଅନାର୍ଯ୍ୟ ଭାଷାରୁ ଆଗତ ପରବର୍ତ୍ତୀ ସଂସ୍କୃତ ଭାଷାରେ ଗୃହୀତ ଶବ୍ଦ ହିଁ ଅଟେ।

'ଠାକୁର' ଶବ୍ଦ ତୁର୍କୀ ଓ ଈରାନୀ ମାନଙ୍କ ସହିତ ଭାରତକୁ ଆସିଲା ଯାହାର ଅର୍ଥ 'ସ୍ୱାମୀ' ବା ପ୍ରଭୂ 'ଅଟେ'। 'ଠାକୁର' ଶବ୍ଦ 'ସ୍ୱାମୀ' ଭାବକୁ ହିଁ ବ୍ୟକ୍ତ କରେ। ସେଠାରେ ଜନଜାତି ବିଶେଷ ଅର୍ଥରେ 'ଠାକୁର' ଶବ୍ଦ ନଥିଲା। ଯବନ ମାନଙ୍କ ଶାସନ କାଳରେ ଯବନ ମାନଙ୍କ ଅନୁକରଣରେ ଏହା ହିନ୍ଦୁ ରାଜା ମହାରାଜା ମାନେ ନିଜ ନାମ ପୂର୍ବରୁ ବ୍ୟବହାର କଲେ। କ୍ରମଶଃ କ୍ଷତ୍ରିୟ ସମାଜ ଏହି ଶବ୍ଦକୁ ସମ୍ମାନୀୟ ଶବ୍ଦ ଭାବରେ ଗ୍ରହଣ କଲା। ଖ୍ୟାତି ପ୍ରଲୁବ୍ଧ ବ୍ରାହ୍ମଣ ମାନେ ବି କାହିଁକି ପଛରେ ରହନ୍ତେ; ସେମାନେ ବି ଏହି ଶବ୍ଦରେ ପୂଜ୍ୟତା ଦେଖିବାରେ ଲାଗିଲେ।

ସୁଫୀ ମୁସଲ୍ମାନ୍ ମାନଙ୍କ ଅନୁଗାମୀ ହିନ୍ଦୁ ବୈଷ୍ଣବ ମାନେ ଦେବତା ଅର୍ଥରେ ଓ ବିଶେଷ ଭାବେ ରାମ ଓ କୃଷ୍ଣ ଙ୍କ ଅର୍ଥରେ 'ଠାକୁର' ବା 'ଠାକୁର ଜୀ' ଶବ୍ଦ ପ୍ରୟୋଗ କରିବା ଆରମ୍ଭ କରି ଦେଲେ। କ୍ରମଶଃ ସଂସ୍କୃତ ଉଚ୍ଚାରଣ ବିଜ୍ଞାନକୁ ଦୃଷ୍ଟିରେ ରଖି "ଠାକୁର" ଶବ୍ଦକୁ "ଠକ୍କୁର" ଶବ୍ଦରେ ରୂପାନ୍ତରିତ କରି ଗ୍ରହଣ କରି ନିଆ ଗଲା। ଏହା ହିଁ 'ଠାକୁର' ଶବ୍ଦର ଅଭିଧାନ ଓ ଇତିହାସ ଅଟେ। 👁️👁️👁️ स्वामी ज्ञानानन्द सरस्वती (ମୋ ଆଲୋଚନା) ୦୪:୩୯, ୨୮ ଅକ୍ଟୋବର ୨୦୨୧ (UTC)Reply