ବ୍ରଜରାଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବ୍ରଜ+ରାଜନ୍) ସମ୍ପାଦନା

ବ୍ରଜରାଜା — King of Braja.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ଲୋକଙ୍କୁ ଦିଆଯିବା ନାମ —୧. A name given to males.
୨. ବ୍ରଜରାଜ ସିଂହ ଦେବ; ଖଡ଼ିଆଳର ସ୍ୱର୍ଗ୍ୱୀୟ ରାଜ — ୨. Name of a late Rājā of Khaṟḍ̠iāḻa.

[ଦ୍ରଷ୍ଟବ୍ୟ —ଏ ଓଡ଼ିଆରେ ବ୍ରଜବଧୂ ବିଳାସ, ରୂମଞ୍ଜୁରୀ, ଶୋଭାବଲ୍ଲରୀ, ପ୍ରବନ୍ଧ ଚିତ୍ରକାବ୍ୟ, ବଉଳା ଚଉତିଶା, ଚଉପଦୀଭୂଷଣ ଗ୍ରନ୍ଥମାନ ରଚନା କରିଥିଲେ ଖଡ଼ିଆଳ ଓଡ଼ିଆ ରାଜ୍ୟ ଓ ଏଥିରେ ରାଜପରିବାର ଓଡ଼ିଆ ଥିଲେହେଁ ଏହା ଆଜି ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାର ଅନ୍ତର୍ଗତ ଥିଲା ୧୯୩୪: —;୩୫:ରେ ପାର୍ଲିଆମେଣ୍ଟ ସିଲେକ୍ଟ କମିଟିଙ୍କ ସୁପରିସ ଫଳରେ ଏହା ନବ ଓଡ଼ିଶା ପ୍ରଦେଶ ଭୁକ୍ତ ହୋଇଅଛି ଖଡ଼ିଆଳର ରାଜା ରାଜବଂଶୀୟମାନେ ପୁରୁଷାନୁକ୍ରମେ ଓଡ଼ିଆ ସାହିତ୍ୟର ସେବକ ଓ ଅନୁରାଗୀ ଅଟନ୍ତି ରାଜା ବ୍ରଜରାଜସିଂହଙ୍କ ପୁତ୍ର ଲାଭ ଶିବନାରାୟଣ ଦେବଙ୍କ ଆନୁକୂଲ୍ୟରେ ରାଧାନାଥ ଗ୍ରନ୍ଥାବଳିର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା ଲାଲ ଶିବନାରାୟଣ ଜଣେ ଓଡ଼ିଆ ସାହିତ୍ୟ ସେବକ ଖଡ଼ିଆଳ ଅଞ୍ଚଳରେ ପ୍ରଚଳିତ ବହୁଶତ ଶବ୍ଦ ଯୋଗାଇ ଓ ଅନ୍ୟରୂପେ ସାହାଯ୍ୟ କରି ସେ ଏ ବାଷାକୋଷର ଜଣେ ସହକର୍ମୀରୂପେ ଗୃହୀତ ହୋଇଅଛନ୍ତି ଓ ଲାଲ ସାହେବଙ୍କ ଲେଖାରୁ ଏ ଟୀକୀ ସଂଗୃହୀତ]