ବୋଳି ହେବା
ବୋଳି ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ନିଜ ଦେହରେ ଲେପନ କରିବା — ୧. To besmear ones own body.
(ଉ—ହୋଇଥାଏ ବୋଳି ଚନ୍ଦ୍ରାବତି କେଳି—ନିକୁଞ୍ଜ କୁସୁମ ବାସ ଗୋ କବିସୀର୍ଯ୍ୟ ସଙ୍ଗୀତ)
- ୨. ନିଜ ଦେହକୁ ଅନ୍ୟ ବସ୍ତୁର ଆବୃତ କରିବା — ୨. To cover one's body with another thing.
(ଉ—ଦେହରୁ ଚର୍ମ କେତେ ହୋଇଛନ୍ତି ବୋଳି କୃଷ୍ଣସିଂହ, ମହାଭାରତ ଦ୍ରୋଣ)