ବୋଳି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ନିଜ ଦେହରେ ଲେପନ କରିବା — ୧. To besmear ones own body.

(ଉ—ହୋଇଥାଏ ବୋଳି ଚନ୍ଦ୍ରାବତି କେଳି—ନିକୁଞ୍ଜ କୁସୁମ ବାସ ଗୋ କବିସୀର୍ଯ୍ୟ ସଙ୍ଗୀତ)

୨. ନିଜ ଦେହକୁ ଅନ୍ୟ ବସ୍ତୁର ଆବୃତ କରିବା — ୨. To cover one's body with another thing.

(ଉ—ଦେହରୁ ଚର୍ମ କେତେ ହୋଇଛନ୍ତି ବୋଳି କୃଷ୍ଣସିଂହ, ମହାଭାରତ ଦ୍ରୋଣ)