ବୋଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବୋଳିବା ବା ଲେପିବା କ୍ରିୟା —Act of smearing or daubing.

[ଉ—ଦଳା—ଅଞ୍ଜନ—ପ୍ରଭା ବୋଳା ପରାୟେ ରାଧାନାଥ. ମେଘଦୂତ]

ବିଶେଷଣ - ସମ୍ପାଦନା

ଲେପିତ —Smeared; anointed

[ ଉ—କାହୀରି ଅବା ଭସ୍ମେ ବୋଳା ତନୁ ରାଧାନାଥ. ମହାଯାତ୍ରା]