ବୋପାଲୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୋପାଲୋ ବୋପା, ବୋପାଲୋ ମାଆଲୋ, ବୋପୋଲୋ ମାଆଅନ୍ୟରୂପ

ଗ୍ରାମ୍ୟ - (ଇତର) ଅ ସମ୍ପାଦନା

୧. ଆଶ୍ଚାର୍ଯ୍ୟାର୍ଥକ ଓ ଭୟାର୍ଥକ ଅବ୍ୟୟ ବାପରେ —୧. Interjection oh God !
୨. ଶାରିରୀକ ଯନ୍ତ୍ରଣା ବା ହଠାତ୍ ଉପସ୍ଥିତ ବିପଦ ବେଳେ ମନୁଷ୍ୟର ଡାକ — ୨. An interjection used in times of mental agony or sudden danger.